Download Now Banner

This browser does not support the video element.

ଭୋଗରାଇ: ଜୟରାମପୁର ପଞ୍ଚାୟତରେ ରାସ୍ତାରେ ଆଣ୍ଠୁଏ ପାଣି ଲୋକେ ହନ୍ତସନ୍ତ ,ପ୍ରତିକ୍ରିୟା ରଖି ସମାଧାନ ପାଇଁ ଦାବି ।

Bhograi, Balasore | Sep 11, 2025
ଜୟରାମପୁର ପଞ୍ଚାୟତରେ ରାସ୍ତାରେ ଆଣ୍ଠୁଏ ପାଣି । ଲୋକେ ହନ୍ତସନ୍ତ । ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ସମାଧାନ ପାଇଁ ଦାବି । ଗ୍ରାମ ସଭା ରେ ଟଙ୍କା ଅନୁମୋଦନ କରାଯାଇଥିବା ବେଳେ କାହିଁକି ଏ ପର୍ଯ୍ୟନ୍ତ କାର୍ଯ୍ୟ ହେଉନି ତାକୁ ନେଇ ଗ୍ରାମବାସୀ ଚିନ୍ତାରେ ।
Read More News
T & CPrivacy PolicyContact Us