Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ଚୌଧୁରୀ ବଜାର ସ୍ଥିତ ବିଜୁ ଭବନରେ ଶୁକ୍ରବାର କଟକ ମହାନଗର ନିଗମର ୩୫ ତମ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି
Cuttack M Corp PS, Cuttack | Sep 12, 2025
ମେୟର ସୁବାସ ସିଂହ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ୩ଟା ପର୍ଯ୍ୟନ୍ତ ଚଳିତ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା, ଦଶହରା ପୂର୍ବରୁ ରାସ୍ତା ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ମେୟର ନିର୍ଦ୍ଦେଶ ଦେଇଥିଲେ, ବାୟୋ ମାଇନିଙ୍ଗ ପ୍ରକଳ୍ପ କି ନେଇ କାଚ ଗ୍ଲାସ୍ ଫିଙ୍ଗିବା ଭଳି ଉତେଜନା ଦେଖା ଦେଇଥିଲା
Share
Read More News
T & C
Privacy Policy
Contact Us
Your browser does not support JavaScript!