Download Now Banner

This browser does not support the video element.

ତଲସରା: ସାତ ଦିନରେ ଆଇସିଡିଏସ ସୁପରଭାଇଜର ଙ୍କୁ ହଟାଇବା ଦାବି କରିବା ପରେ ସିଡିପିଓ ଅଫିସ ପ୍ରାଙ୍ଗଣରେ ପ୍ରତିକ୍ରିୟା ପ୍ରକାଶ କଲେ ଅଙ୍ଗନବାଡ଼ି କର୍ମୀ

Talasara, Sundargarh | Sep 2, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗାଁ ସିଡିପିଓ ଅଫିସର ଜଣେ ଆଇସିଡିଏସ ସୁପରଭାଇଜର ଙ୍କୁ ବଦଳି ଦାବି କରି ସିଡିପିଓ ସୁଜାତା ବେଗ ଙ୍କୁ ଦାବିପତ୍ର ପ୍ରଦାନ କରିବା ପରେ ବଡ଼ଗାଁ ବ୍ଳକ ର ଅଙ୍ଗନବାଡ଼ି କର୍ମୀ ମାନେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us