Download Now Banner

This browser does not support the video element.

ଖଲ୍ଲିକୋଟ୍: କାନପୁର ଗ୍ରାମରେ ସ୍ବର୍ଗତ ପଞ୍ଚାନନ ବେହେରାଙ୍କ ଦ୍ୱାଦଶାହରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ

Khalikote, Ganjam | Sep 7, 2025
ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର କାନପୁର ଗ୍ରାମରେ ଆଜି ସ୍ବର୍ଗତ ପଞ୍ଚାନନ ବେହେରାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ୧୧ ଟା ସମୟରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ କାନପୁର ଗ୍ରାମରେ ପହଞ୍ଚି ସ୍ବର୍ଗତ ପଞ୍ଚାନନ ବେହେରାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ସହ ଶୋକସନ୍ତପ୍ତ ପରିବାର ସଦସ୍ୟ ଙ୍କୁ ଭେଟି ଆଶ୍ଵାସନା ଦେଇଥିଲେ ।
Read More News
T & CPrivacy PolicyContact Us