This browser does not support the video element.
ଝାରସୁଗୁଡା: ଲଇକେରା ବ୍ଲକ ନିକ୍ତିମାଲ ଠାରେ ଆୟୋଜିତ ହେଉଥିବା ଶ୍ରୀ ଭାଗବତ ଗୀତା କଥାରେ ଯୋଗଦେଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ
Jharsuguda, Jharsuguda | Sep 5, 2025
ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ନିକ୍ତିମାଲ ଠାରେ ଆୟୋଜିତ ହେଉଥିବା ଶ୍ରୀ ଭାଗବତ ଗୀତା କଥାରେ ସମ୍ମିଳିତ ହେଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ତେବେ ଆଜି ଦିନ ତିନିଟା ସମୟରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଲଇକେରା ବ୍ଲକ ଅନ୍ତର୍ଗତ ନିକ୍ତିମାଲ ଗସ୍ତ କରି ଭାଗବତ କଥାରେ ଅଂଶଗ୍ରହଣ କରିଥିଲେ। ଆୟୋଜିତ ହେଉଥିବା ଗୀତାର ଉପଦେଶ ଆମକୁ ଧର୍ମ, ସତ୍ୟ ଓ କର୍ତ୍ତବ୍ୟ ପାଳନର ଅମୂଲ୍ୟ ସନ୍ଦେଶ ଦେଇଥାଏ, ଯାହା ଜୀବନକୁ ସଠିକ୍ ଦିଗାରେ ନେଇଯାଏ । ଏହି ଦିବ୍ୟ କଥାରୁ ଆତ୍ମିକ ଶାନ୍ତି ଓ ଜୀବନ ପଥରେ ଅଗ୍ରସର ହେବାର ପ୍ରେରଣା ମିଲେ ବୋଲି ଝାରସୁଗୁଡା ବିଧାୟକ ଟଙ୍କଧର