Download Now Banner

This browser does not support the video element.

ଭଟଲି: ଭବାନୀ ଶଙ୍କର ମଧ୍ଯ ପଡା ଭଟଲୀ ବସ୍ତି ରେ ଆଜି ମାଁ ଜଗଜ୍ଜନନୀ ଭାଁ ଦୁର୍ଗା ଙ୍କ ନବମୀ ପୂଜା ଅବସରରେ ନବକନ୍ୟା ପୂଜନ ମହାସମାରୋହରେ ଅନୁଷ୍ଠିତ

Bhatli, Bargarh (Baragarh) | Oct 1, 2025
ଭଟଲୀ ବ୍ଲକ ଅନ୍ତର୍ଗତ ଭବାନୀ ଶଙ୍କର ମଧ୍ଯ ପଡା ଭଟଲୀ ବସ୍ତି ରେ ଆଜି ମାଁ ଜଗଜ୍ଜନନୀ ଭାଁ ଦୁର୍ଗା ଙ୍କ ନବମୀ ପୂଜା ଅବସରରେ ନବକନ୍ୟା ପୂଜନ ମହାସମାରୋହରେ ଆଜି ସଂନ୍ଧ୍ଯା 7:30 ରେ ଅନୁଷ୍ଠିତ ହୋଇଛି । ଭଟଲୀ ବସ୍ତି ତଥା ଆଖପାଖ ଅଞ୍ଚଳରୁ ଶହଶହ ସଂଖ୍ୟାରେ ମାଁ ଭଉଣୀ ଯୋଗଦାନ କରି ମାଁ ଦୁର୍ଗାଙ୍କ ପୁଜାର୍ଚ୍ଚନା କରିଥିଲେ ଓ ଆଜି ଏହି ନବକନ୍ୟା ପୁଜନ ସମୟରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା
Read More News
T & CPrivacy PolicyContact Us