Download Now Banner

This browser does not support the video element.

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ କଙ୍କା ଗ୍ରାମ ଠାରେ ଆଜି ଗ୍ରାମ ମିଳିତ ପୂଜା କମିଟି ଆନୁକୂଲ୍ୟରେ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ ହୋଇଛି

Dhenkanal Sadar, Dhenkanal | Sep 3, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ କଙ୍କା ଗ୍ରାମ ମିଳିତ ପୂଜା କମିଟି ଆନୁକୂଲ୍ୟରେ ୩୩ ତମ ଦୁର୍ଗାପୂଜା ମହୋତ୍ସବ ଅବସରରେ ଦେବୀଙ୍କର ମ୍ରୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ ହୋଇଥିବା ଆଜି ତା ୩।୯ ରିଖ ଅପରାହ୍ନ ୩ ଟା ସମୟରେ ସୂଚନା ମିଳିଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମର ମାଆ ଦୁର୍ଗା ପୂଜା ପ୍ରତିଷ୍ଠାନ, କଙ୍କା ଆନୁକୂଲ୍ୟରେ ୩୩ତମ ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ଭଳି ପୂଣ୍ୟ ତିଥିରେ ମୁର୍ଣ୍ଣୟୀ ମୂର୍ତ୍ତି ନିର୍ମାଣର୍ଥେ ଗ୍ରାମ ନିକଟସ୍ଥ ପୂଣ୍ୟତୋୟା ବ୍ରାହ୍ମଣୀ ନଦୀ ପରଠାରୁ ମାଟି ଅନୁକୂଳ ହୋଇଛି।
Read More News
T & CPrivacy PolicyContact Us