Download Now Banner

This browser does not support the video element.

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଦୁର୍ଗା ରାଇସମିଲ ରେ ଆଇଟି ରେଡ

Rengali, Sambalpur | Jun 19, 2025
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଦୁର୍ଗା ରାଇସମିଲ ରେ ଆଇଟି ରେଡ ପୂର୍ବତନ ମନ୍ତ୍ରୀ ନବଦାସ ଙ୍କ ସମ୍ପୃକ୍ତି କୁ ନେଇ ରେଙ୍ଗାଲି ଦୁର୍ଗା ରାଇସମୀଲ ରେ ଆଜି ସକାଳ 6 ଟା ରୁ ଆଇଟି ରେଡ କରୁଛନ୍ତି ଅଧିକାରୀ ମାନେ l ବଡ଼ ଧରଣର GST ଫାଙ୍କି ବାକୁ ନେଇ ଚାଲିଛି ଏହି ରେଡ l ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ଦୁର୍ଗା ରାଇସ ମିଲ ର ନବ ଦାସ ସହ କଣ ସମ୍ପର୍କ ରହିଛି, ଓ ନବ ଦାସ ସହ କଣ ଆର୍ଥିକ କାରବାର କରାଯାଇଛି କି ସେନେଇ ତଦନ୍ତ ଜାରି ରଖିଛନ୍ତି ଆଇଟି ଅଧିକାରୀ ମାନେ ଲ ଏହି ରେଡ ଏବେବି ଜାରି ରହିଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us