Download Now Banner

This browser does not support the video element.

ବରୀ ରାମଚନ୍ଦ୍ରପୁର: ବିଂଝାରପୁର ବ୍ଲକ କଂଗ୍ରେସ ପକ୍ଷରୁ ବିଂଝାରପୁର କଲ୍ୟାଣ ମଣ୍ଡପ ପରିସରରେ ସଂଗଠନ ସୁଜନ ଅଭିଯାନ ବୈଠକ ଅନୁଷ୍ଠିତ

Bari Ramachandrapur, Jajpur | Sep 13, 2025
ବିଂଝାରପୁର ବ୍ଲକ କଂଗ୍ରେସ ପକ୍ଷରୁ ବିଂଝାରପୁର କଲ୍ୟାଣ ମଣ୍ଡପ ପରିସରରେ ସଂଗଠନ ସୁଜନ ଅଭିଯାନ ବୈଠକ ଅନୁଷ୍ଠିତ ହେଇଯାଇଛି l ବିଂଝାରପୁର ବ୍ଲକ କଂଗ୍ରେସ ସଂଗଠନ କୁ ସଜାଡ଼ିବାକୁ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା କଂଗ୍ରେସ l ଆଜି ରାଜ୍ୟ କଂଗ୍ରେସର ନିର୍ଦ୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ମନୋଜ ରାଉତଙ୍କ ନେତୃତ୍ୱରେ ସୁଜନ ଅଭିଯାନ ବୈଠକ ଅନୁଷ୍ଠିତ ହେଇଯାଇଛି l
Read More News
T & CPrivacy PolicyContact Us