This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଆସନ୍ତାକାଲି ଜିଲ୍ଲାରେ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି
Nabarangapur PS, Nabarangpur | Sep 5, 2025
ଆସନ୍ତା କାଲି ଜିଲ୍ଲାରେ ହେଇପାରେ ବର୍ଷା ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ରାଜ୍ୟ ପାଣିପାଗ ଵିଭାଗ,ଆସନ୍ତା କାଲି ପବନ ଘଡ ଘଡି ଆଉ ବର୍ଷା ସହ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବୋହିବାର ପୂର୍ବାନୁମାନ କରି ଜିଲ୍ଲା ଜରୁରୀ କାଳୀନ ଵିଭାଗ କୁ ଏଇ ୟେଲୋ ୱାର୍ଣ୍ଣିଙ୍ଗ ର ସତର୍କତା ଜାରି କରିଛି ରାଜ୍ୟ ପାଣି ପାଗ ଵିଭାଗ