Download Now Banner

This browser does not support the video element.

ଲାଞ୍ଜିଗଡ: ଫୁଲ ଡୁମେର ଗ୍ରାମବାସୀଙ୍କ ଦୁଃଖ ପୋଲ ବିହୀନ କେବଡି ଜୋର, ଗ୍ରାମବାସୀଙ୍କ ପ୍ରତିକ୍ରିୟା

Lanjigarh, Kalahandi | Oct 9, 2025
ଦୁର୍ଗମ ଅଂଚଳ ଭାବେ ଥୁଆମୁଳ ରାମପୁର ବ୍ଲକ୍ ଅନ୍ତର୍ଗତ ଫୁଲଡୁମେର ଗ୍ରାମ। ୩୦ ଆଦିବାସୀ ପରିବାର ବସବାସ କରନ୍ତି। କିନ୍ତୁ ଗାଁ ପାଇଁ ପକ୍କା ରାସ୍ତା ସାତ ସପନ। ଗାଁ ନିକଟସ୍ଥ କେବଡି ଜୋର ରେ ପୋଲ ନଥିବାରୁ ବର୍ଷା ୪ମାସ ପ୍ରାୟତଃ ଜଳ ବନ୍ଦୀ ଜୀବନ ବିତାଇ ଥାଆନ୍ତି। ଏନେଇ ଗୁରୁବାର ଅପରାହ୍ନରେ ପ୍ରତିକ୍ରିୟା ରଖିଛନ୍ତି ଗ୍ରାମବାସୀ।
Read More News
T & CPrivacy PolicyContact Us