Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପୁରୀ ଜଗନ୍ନାଥ ବଲ୍ଳଭ ମଲ୍ଟି ଲେବଲ ପର୍କିଙ୍ଗ ରୁ ଖସିଲା ବୋଲର l

Puri M, Puri | Aug 24, 2025
ପୁରୀ ଜଗନ୍ନାଥ ବଲ୍ଳଭ ମଲ୍ଟି ଲେବଲ ପର୍କିଙ୍ଗ ରୁ ଖସିଲା ବୋଲର l ପର୍କିଙ୍ଗ ରୁ ତଳକୁ ଗାଡି ଖସିବାରୁ ଡ୍ରାଇଭର ଆହତ l ଗାଡି ରେ କୌଣସି ଯାତ୍ରୀ ନଥିଲେ l ମଲ୍ଟି ଲେବଲ ପାର୍କିଂ ରୁ ତଳକୁ ଖସିଲା ଗାଡି l ଆଜି ଦିନ 11 ସମୟରେ ଗାଡି ଟି ପାର୍କିଂ ରୁ ତଳକୁ ଖସିଥିଲା l
Read More News
T & CPrivacy PolicyContact Us