Download Now Banner

This browser does not support the video element.

ଲାଞ୍ଜିଗଡ: ଜୟପାଟଣା କିଶୋରପଡା ଠାରେ ଲଗାଣ ବର୍ଷାର ପ୍ରଭାବରେ ଭୁଷୁଡିଲା ଦୁଇଟି ମାଟି କାନ୍ଥ ଘର ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

Lanjigarh, Kalahandi | Aug 23, 2025
ଜୟପାଟଣା କିଶୋରପଡା | ଭୁଷୁଡିଲା ଦୁଇଟି ମାଟି କାନ୍ଥ ଅାଳ୍ପକଇ ଅ଍ରଭଭ ପରିବାର ଲୋକ ଶନିବାର ରାତି ପ୍ରାୟ ୧୦ଟା ବେଳେ ଜୟପାଟଣା କିଶୋରପଡା ଠାରେ ଦୁଇଟି ପରିବାର ଲୋକ ଖାଇ ସାରି ଶୋଇବା ପାଇଁ ଯିବାବେଳେ ଲଗାଣ ବର୍ଷା ପ୍ରଭାବ ଯୋଗୁଁ ପଦ୍ମବତୀ ରାଉତ ଏବଂ ସୋମିତ ରାଉତଙ୍କ ମାଟିକାନ୍ଥ ଭୁଷୁଡି ଯାଇଛି .
Read More News
T & CPrivacy PolicyContact Us