Download Now Banner

This browser does not support the video element.

କଣ୍ଟାମାଳ: ଘଣ୍ଟାପଡା ବନ୍ୟାଆଶ୍ରୟ ସ୍ଥଲି ରେ ବିଜେପି ର ମଣ୍ଡଳ ସ୍ତରୀୟ କର୍ମଶIଲା ଅନୁଷ୍ଠିତ

Kantamal, Boudh (Bauda) | Sep 10, 2025
ବିଜେପି ର ମଣ୍ଡଳ ସ୍ତରୀୟ କର୍ମଶIଲା ଅନୁଷ୍ଠିତ କଣ୍ଟାମାଲ ବ୍ଲକ ଘଣ୍ଟାପଡା ବନ୍ୟାଆଶ୍ରୟସ୍ଥଳୀ ଠାରେ ମଣ୍ଡଳ ସଭାପତି ଙ୍କ ନେତୃତ୍ୱ ରେ ଏକ କର୍ମଶାଳା ଅନୁଷ୍ଠିତ ହୋଈଛି I ଉକ୍ତ କାର୍ଯ୍ୟକ୍ରମ ରେ ଆଗାମୀ ଦିନ ରେ ଦଳ ଆହୁରି ସୃଦୁଡ଼ ଶହ ଆହୁରି ରୁ ଆହୁରି ଯୋଡି ହେବେ ସେ ସମ୍ପର୍କ ରେ ଆଲୋଚନା ହୋଇଥିଲା I ଅଂଚଳର ଶହ ଶହ କର୍ମୀ ଯୋଗଦେଇ ନିଜ ନିଜ ମତ ରଖୀଥିଲେ I ଏହା ପରେ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ରୁ ମହାତ୍ମାଗାନ୍ଧୀ ଙ୍କ ଜନ୍ମଦିନ ପର୍ଯ୍ୟନ୍ତ ସେବା ପକ୍ଷପାଳନ ଶହ ବୃକ୍ଷ ରୋପଣ ଉପରେ ଆଲୋଚନା ହୋଈଥିଲା I
Read More News
T & CPrivacy PolicyContact Us