Download Now Banner

This browser does not support the video element.

ଦିଗପହଣ୍ଡି: ପାରିବାରିକ କଳହରୁ ବିଷ ପିଇ ବାବୁଲିବନ୍ଧ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡ଼ିକାଲ ସ୍ଥାନାନ୍ତର

Digapahandi, Ganjam | Jul 29, 2024
ବାବୁଲିବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହ ରୁ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ସୁବାସ ସାହୁ ତାଙ୍କ ଘର ବାବୁଲିବନ୍ଧ ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ସୁବାସ ସାହୁ ଙ୍କ ଘରେ କୌଣସି କାରଣରୁ ବଚସା ହୋଇଥିଲା ଯାହାଫଳରେ ସେ ଉତ୍କ୍ଷିପ୍ତ ହୋଇ ବିସ ପିଇ ଦେଇଥିଲେ । ଯାହାଫଳରେ ସେ ଗୁରୁତର ହୋଇଥିଲେ । ତେବେ ଘଟଣାରେ ଘର ଲୋକେ ତାଙ୍କୁ ଏକ ଅଟୋ ସାହାର୍ଯ୍ୟରେ ସଙ୍ଗେ ସଙ୍ଗେ ଦିଗପହଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
Read More News
T & CPrivacy PolicyContact Us