This browser does not support the video element.
କାମାକ୍ଷାନଗର: କାମାକ୍ଷାନଗର କୁ ନୂତନ ଜିଲା ଘୋଷଣା ଦବିନେଇ ଆଳତୁମା ଠାରେ ଶନିବାର ୬ଟାରେ ସାମ୍ବାଦିକ ସମିଳନୀ କଲା କଂଗ୍ରେସ
Kamakshyanagar, Dhenkanal | Sep 6, 2025
କାମାକ୍ଷାନଗର କୁ ନୂତନ ଜିଲା ଘୋଷଣା ଦବିନେଇ ଆଳତୁମା ଠାରେ ଶନିବାର ୬ଟାରେ ସାମ୍ବାଦିକ ସମିଳନୀ କଲା କଂଗ୍ରେସ ।ଢେଙ୍କାନାଳ ଜିଲା କାମାକ୍ଷାନଗର କୁ ନୂତନ ଜିଲା ଘୋଷଣା ଦାବିରେ ଶନିବାର ଆଳତୁମା ଠାରେ କଂଗ୍ରେସ ନେତା ତଥା ଚଳିତ ୨୦୨୪ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଥିବା ବିପ୍ରବର ସାହୁ ଏକ ସାମ୍ବାଦିକ ସମିଳନୀ କରିଥିଲେ ।ଜିଲା ସହିତ ବିଭିନ୍ନ ସମସ୍ୟାକୁ ନେଇ କରିଥିଲେ ସାମ୍ବାଦିକ ସମିଳନୀ ।ଏଠାରେ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।