Install App
bidyut318
This browser does not support the video element.
ଛେଣ୍ଡିପଦା: ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ସୁଣାଣି,ଛୋଟତେନ୍ତୁଳି ଗ୍ରାମରେ ପିଇବାପାଣି ନଥିବାରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
Chhendipada, Angul | Aug 18, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ସୁଣାଣିରେ ବାହାଲସହି ପଞ୍ଚାୟତ ଛୋଟତେନ୍ତୁଳି ଗ୍ରାମରେ ନଳକୂଅ ଓ କୁଅରୁ ଗୋଳିଆ ପାଣି ବାହାରୁଥିବାରୁ ଗ୍ରାମବାସୀ ନହିନଥିବା ଅସୁବିଧା ଭୋଗୁଥିବାରୁ ଏହାର ସମାଧାନ ପାଇଁ ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ଗ୍ରାମବାସୀ ପକ୍ଷରୁ ଦାବିପତ୍ର ଦିଆଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!