Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କାର ରେ 540ଲିଟର ଦେଶୀ ମଦ ଚାଲାଣ ବେଳେ ଭରତପୁର ଛକରେ ଦୁଇ ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ

Bhubaneswar M Corp, Khordha | Aug 28, 2025
କାର ରେ 540ଲିଟର ଦେଶୀ ମଦ ଚାଲାଣ ବେଳେ ଭରତପୁର ଛକରେ ଦୁଇ ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ଆଜି 3.32ରେ ଭରତପୁର ଛକରେ ଏକ କାର କୁ ଅଟକାଇ ଯାଞ୍ଚ ବେଳେ ସେଥିରୁ 540ଲିଟର ଦେଶୀ ମଦ ଜବତ ହୋଇଥିଲା | ଦୁଇଜଣ ଅଭିଯୁକ୍ତ ଙ୍କୁ ଦେଶୀ ମଦ ଚୋରା ଚାଲାଣ ଅଭିଯୋଗରେ ଗିରଫ କରିଥିଲା ଅବକାରୀ ଥାନା ପୋଲିସ | ଗିରଫ ଦୁଇ ଅଭିଯୁକ୍ତ ହେଲେ ରଞ୍ଜନ ଘଟୁଆଳ ଏବଂ ମଦନ ନାୟକ | ଉଭୟ ଙ୍କ ଘର କଟକ ଜିଲ୍ଲାରେ |
Read More News
T & CPrivacy PolicyContact Us