Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଏମ୍ସି ପକ୍ଷରୁ ଆଜି ଭୁବନେଶ୍ୱର 59 ନମ୍ବର ଓ୍ୱାର୍ଡ ଅଫିସ ଓ ସାମନ୍ତରାପୁର ଲାଇଟ୍ ହାଉସ ସାଙ୍ଗକୁ ହାଇ ମାଷ୍ଟ ଲାଇଟ୍ ର ଶୁଭ ଉଦ୍ଘାଟନ ହୋଇଛି

Bhubaneswar M Corp, Khordha | Sep 6, 2025
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି 59 ନମ୍ବର ଓ୍ୱାର୍ଡ ଅଫିସ ଓ ସାମନ୍ତରାପୁର ଲାଇଟ୍ ହାଉସ ସାଙ୍ଗକୁ ହାଇ ମାଷ୍ଟ ଲାଇଟ୍ ର ଶୁଭ ଉଦ୍ଘାଟନ ହୋଇଯାଇଛି ।କାର୍ଯ୍ୟକ୍ରମରେ ଅବକାରୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ,ମାନନୀୟା ମେୟର ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା ବହୁ କର୍ପୋରେଟର ଓ ନାଗରିକମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us