This browser does not support the video element.
ଟିଟିଲାଗଡ: ଲାୟନ୍ସ ଡିଷ୍ଟ୍ରିକ୍ଟ ୩୨୨ସି ୨ ର ଡ଼ିଜି ଟିମ ଓ ପୂର୍ବତନ ଡ଼ିଜି ସଦସ୍ୟଙ୍କ ସହ କ୍ଲବ ସଦସ୍ୟଙ୍କ ଦ୍ଵାରା ଶ୍ରୀ ରାମ ଗୋସେବା ସଦନ ପରିଦର୍ଶନ
Titlagarh, Balangir | Sep 12, 2025
ଟିଟିଲାଗଡ଼ ଲାୟନସ କ୍ଲବକୁ ଡିସ୍ତ୍ରିକ୍ଟ୩୨୨ସି ୨ ର କେବିନେଟ ସଦସ୍ୟ, ଡ଼ିଜି ଟିମ ସହ ପୂର୍ବତନ ଡ଼ିଜି ଟିମ ଆସି ଟିଟିଲାଗଡ଼ ଗୋ ସେବା ସଦନକୁ ଯାଇ ପରିଦର୍ଶନ କରିବା ସହ ସେଠାରେ ଥିବା ଗୋମାତାଙ୍କୁ ଚାରା ସହ ଗୋଖାଦ୍ୟ ଖୁଆଇ ଥିଲେ। ଏହି ଅବସରରେ ଆଇ ପି ଡି ଜି ଲାୟନ ପ୍ରଦୀପ ବଂସଲ, ରାଉରକେଲାରୁ ପି ଡି ଜି ପ୍ରବୀଣ ଅଗ୍ରୱାଲ, ପି ସି ନାୟକ, ଭି ଡି ଜି ୱାନ ଲାୟନ ଚରନ ଜିତ୍ ହୁରା, ଭି ଡି ଜି ଟୁ ଦୂର୍ଗେସ ନନ୍ଦିନୀ, ପଦ୍ମପୁର କ୍ଲବର ମେଜର ଚିତ୍ତ ରଞ୍ଜନ ଦାଶ, ଲାୟନ ଲବ ମହାନନ୍ଦଙ୍କ ସହ ଟିଟିଲାଗଡ଼ ଲାୟନସ କ୍ଲବର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଲ