Download Now Banner

This browser does not support the video element.

ଅନୁଗୋଳ: ପୁରୁଣାକୋଟ ଥାନା ଅନ୍ତର୍ଗତ ଗଞ୍ଜଡା ଗ୍ରାମରେ ଜଣେ ପୋଡି ହୋଇ ମୃତ

Anugul, Angul | Sep 5, 2025
ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଗଞ୍ଜଡା ଗ୍ରାମର ଅନିଲ ପ୍ରଧାନଙ୍କ ସ୍ତ୍ରୀ ସୁଜାତା ଗୁରୁବାର ରାତିରେ ଘରେ ରୋଷେଇ କରୁଥିବା ବେଳେ ହଠାତ୍ ଲୁଗାରେ ନିଆଁ ଲାଗିଯିବାରୁ ପୋଡି ହୋଇ ଯାଇଥିଲେ। ପରିବାର ଲୋକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରି ଚିକିତ୍ସା କରୁଥିଲେ। ତାଙ୍କ ଶରୀରର ପାଖାପାଖି ୮୦ ପ୍ରତିଶତ ଜଳିଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଶୁକ୍ରବାର ସକାଳ ସମୟରେ ମୃତ୍ୟୁ ହୋଇଛି।ଖବର ପାଇ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଦିନ ଏଗାରଟା ବେଳେ ହସ୍ତାନ୍ତର କରିଛି
Read More News
T & CPrivacy PolicyContact Us