Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ନୂଆଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଜିଲ୍ଲାର ସ୍ୱାର୍ଥ ସମ୍ବଳିତ ସ୍ମାରକପତ୍ର ପ୍ରଦାନକଲେ ରାଜ୍ୟସଭା ସାଂସଦ ଓ ବିଜେପି ରାଜ୍ୟ.....

Baripada M, Mayurbhanj | Aug 1, 2025
ନୂଆଦିଲ୍ଲୀ ଠାରେ ଶୁକ୍ରବାର ଦିନ ପ୍ରାୟ ୪ଟାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଭେଟି ମୟୂରଭଞ୍ଜ ସ୍ୱାର୍ଥ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ବିଜେପିର ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀଙ୍କ ସମେତ ବିଜେପିର ବରିଷ୍ଠ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ। ତେବେ ଦାବୀ ଗୁଡିକୁ ଯଥାଶୀଘ୍ର ପୁରାଣ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପ୍ରତିଶୃତି ଦେଇଥିବା ନେଇ ସୂଚନା ମିଳିଛି।
Read More News
T & CPrivacy PolicyContact Us