This browser does not support the video element.
ଅନୁଗୋଳ: ତଳଗଡ ଗ୍ରାମରେ ମା କଳାପାଟଙ୍କ ବର୍ଷିକ ଉତ୍ସବ ଅନୁଷ୍ଠିତ
Anugul, Angul | Aug 27, 2025
ଅନୁଗୋଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ତଳଗଡ ଗ୍ରାମରେ ଥିବା ମା କଳାପାଟଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ବାର୍ଷିକ ଉତ୍ସବରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ଅନୁଗୋଳ ବ୍ଲକର ବାରଗୌଣିଆ, ବନ୍ତଳା, ବାଲିସାହି ଓ ସାନକଞ୍ଜିନୀ ଗ୍ରାମରେ ଦେବୀ ମାନଙ୍କର ବାର୍ଷିକ ଉତ୍ସବ ପାଳନ ହୋଇଛି।