Download Now Banner

This browser does not support the video element.

କେନ୍ଦୁଝର ସହର: ସୁନ୍ଦୁରାପାଳ ଠାରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ପରିଦର୍ଶନ କଲେ ସାଂସଦ

Kendujhar Town, Kendujhar | Aug 23, 2025
ହଦଗଡ଼ ଯିବା ରାସ୍ତାରେ ହାଟଡିହି ବ୍ଲକ ସୁନ୍ଦୁରାପାଳ ଠାରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ କିଛି ସମୟ ଅଟକି ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ ସାଂସଦ l ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us