Download Now Banner

This browser does not support the video element.

ସୁନ୍ଦରଗଡ ସହର: ଜଣେ ଯୁବତୀକୁ ଫୋନ କରି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ମାମଲା ରେ ଟାଉନ ଥାନା ପୋଲିସ ରେଙ୍ଗାଲି ରୁ ଗିରଫ କରି କୋର୍ଟ ଚାଲାଣ କଲା

Sundargarh Town, Sundargarh | Aug 26, 2025
ସୁନ୍ଦରଗଡ ମଙ୍ଗଳ ବାର ଅପରାହ୍ନ ଚାରିଟା ସମୟର ସୂଚନା ଅନୁଯାୟୀ ଜଣେ ଯୁବତୀକୁ ଫୋନ କରି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ମାମଲା ରେ ଟାଉନ ଥାନା ପୋଲିସ ରେଙ୍ଗାଲି ରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us