Download Now Banner

This browser does not support the video element.

ପାରାଦୀପ: ପାରାଦୀପ ବିପିସିଏଲ୍ ପେଟ୍ରୋ ଟର୍ମିନାଲ ସମ୍ମୁଖରେ ଅଗ୍ନିକାଣ୍ଡ, ୩ ଗାଡ଼ିରେ ଲାଗିଲା ନିଆଁ

Paradip, Jagatsinghpur | Apr 20, 2024
ଶନିବାର ବିପିସିଏଲ ଟର୍ମିନାଲ ଆଗରେ ପାର୍କିଂରେ ଠିଆ ହୋଇଥିବା ତିନୋଟି ଟ୍ୟାଙ୍କଲରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଭୟଙ୍କର ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିଛି । ପାଖରେ ଅନ୍ୟ ଦୁଇଟି ପେଟ୍ରୋ ଟର୍ମିନାଲର ଡିପୋ ଥିବା ବେଳେ କିଭଳି ନିଆଁ ଚାରିଆଡକୁ ବ୍ୟାପି ନଯିବ, ସେନେଇ ଧ୍ୟାନ ଦିଆଯାଇଥିଲା ।
Read More News
T & CPrivacy PolicyContact Us