Install App
nihar20051981
This browser does not support the video element.
କେନ୍ଦ୍ରାପଡା: ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ଗ୍ରାମର ସତୁରି ବର୍ଷ ବୟସ୍କ ନାଗରିକ ଅମୁଲ୍ୟ କୁମାର ବେହେରା ନିଖୋଜ ହୋଇଯାଇଛନ୍ତି l
Kendrapara, Kendrapara | Aug 28, 2025
ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ଗ୍ରାମର ସତୁରି ବର୍ଷ ବୟସ୍କ ନାଗରିକ ଅମୁଲ୍ୟ କୁମାର ବେହେରା ନିଖୋଜ ହୋଇଯାଇଛନ୍ତି l ତାଙ୍କର ସାମାନ୍ୟ ମାନସିକ ସମସ୍ୟା ରହିଛି l ତାଙ୍କର କୌଣସି ପତା ମିଳୁ ନ ଥିବାରୁ ମାର୍ଶାଘାଇ ଥାନାରେ ମାମଲା ରୁଜୁ କରାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!