This browser does not support the video element.
ବୌଦ୍ଧ ସଦର: ବଲାସିଙ୍ଗା ପୋଲିସ ରିଜର୍ଭ ପଡିଆ ଠାରେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଅନୁଷ୍ଠିତ
Baudh Sadar, Boudh (Bauda) | Sep 1, 2025
ସୋମବାର ଦିନ ବଲାସିଙ୍ଗା ପୋଲିସ ରିଜର୍ଭ ପଡିଆ ଠାରେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି l ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଶାରୀରିକ ପରୀକ୍ଷା କାର୍ଯ୍ୟକ୍ରମରେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ମାନେ ଅଂଶ ଗ୍ରହଣ କରିଥିଲେ | ଡାକ୍ତରଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା, ଉଚ୍ଚତା ଓ ଓଜନ ଆଦିର ମଧ୍ୟ ପରୀକ୍ଷା କରା ଯାଇଥିଲା l