Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନାଗେଶ୍ଵର ଟାଙ୍ଗୀ ଅଞ୍ଚଳରେ ଚନ୍ଦ୍ରଗ୍ରହଣରେ ଆମିଷ ଖାଉଥିବାରୁ ହେତୁବାଦୀ ଓ ଘର ମାଲିକଙ୍କୁ ନିର୍ଧୁମ ଛେଚିଲେ ଯୁବକ

Bhubaneswar M Corp, Khordha | Sep 7, 2025
ଚନ୍ଦ୍ର ଗ୍ରହଣରେ ଭୁବନେଶ୍ୱର ରେ ଅଭାବନୀୟ ଘଟଣା, ସୀମା ଲଙ୍ଘିଲେ ପରମ୍ପରାବାଦି,ହେତୁବାଦୀଙ୍କ ଘରେ ପସି ପିଟିଲେ ନିର୍ଧୁମ |  ହେତୁବାଦୀ vs ପରମ୍ପରାବାଦୀ ହେତୁବାଦୀ ଙ୍କୁ ଭଡା ଦେଇ ମାଡ ଖାଇଲେ ମାଲିକ। ଚନ୍ଦ୍ର ଗ୍ରହଣରେ ମାଲିକଙ୍କ ଘରେ ଆମିଷ ଖାଇବା ପଡ଼ିଲା ମହଙ୍ଗା। ଭୁବନେଶ୍ୱର ନାଗେଶ୍ଵର ଟାଙ୍ଗୀ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି କୁ ଆୟତ୍ତ କରିଚି। କିଛି ହେତୁବାଦି ଏକାଠି ହୋଇ ଭୋଜି କରିଥିଲେ। ଖବର ପାଇ ପହଞ୍ଚି ଥିଲେ କିଛି ଯୁବକ। ଘର ମାଲିକ ସମେତ ଅନ୍ୟ କିଛି ଜଣ ହେତୁବାଦୀଙ୍କୁ ନିର୍ଦ୍ଧୁମ ପିଟିଥିଲେ |
Read More News
T & CPrivacy PolicyContact Us