Download Now Banner

This browser does not support the video element.

କଟକ ପୌରାଞ୍ଚଳ: ନରସିଂହପୁର ନୂଆପାଟଣା ଗ୍ରାମରେ ଅତ୍ୟଧିକ ମଦ ବିକ୍ରି କୁ ନେଇ ତାତିଲେ ଯୁବ ଗୋଷ୍ଠି। ଦେଲେ ଚେତାବତୀ।

Cuttack M Corp PS, Cuttack | Jun 10, 2025
ଆଜି ରାତ୍ରି ରେ ନରସିଂହପୁର ନୂଆପାଟଣା ଗ୍ରାମରେ ଅତ୍ୟଧିକ ମଦ ବିକ୍ରି କୁ ନେଇ ତାତିଲେ ଯୁବ ଗୋଷ୍ଠି। ଦେଲେ ଚେତାବତୀ। ମଦ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଓ ମଦ ପିଇଲେ ବି କାର୍ଯ୍ୟାନୁଷ୍ଠାନ ନିଆ ଯିବ। ଏହିଭଳି ପ୍ରୟାସ ନୂଆପାଟଣା ଯୁବକ ସଂଘ ପକ୍ଷରୁ ମଦ ବିରୋଧୀ ଆନ୍ଦୋଳନ। ମଦ ବିକ୍ରି ଓ ପାନ କଲେ ମଧ୍ୟ ଗ୍ରାମ ଦ୍ୱାରା ଦଣ୍ଡିତ ହେବେ ବୋଲି ଚେତାବନୀ ଦିଆଯାଇଛି ।I
Read More News
T & CPrivacy PolicyContact Us