Install App
khabr.malyabanta
This browser does not support the video element.
ମାଲକାନଗିରି: ତେଲିମେଟା ଗ୍ରାମର ଶୋଚନୀୟ ରାସ୍ତାକୁ କେହି ମରାମତି କରୁ ନଥିବା ବେଳେ ନିଜେ ଗ୍ରାମବାସୀ ଏହାର ମରାମତି କରି ମତ ରଖିଛନ୍ତି
Malkangiri, Malkangiri | Sep 5, 2025
ମାଲକାନଗିରି ଜିଲ୍ଲା ତେଲିମେଟା ଗ୍ରାମରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ଏହାର ମରାମତି ପାଇଁ ବାରମ୍ବାର ଅନୁରୋଧ ଓ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଫଳରେ ବାଧ୍ୟ ନିଜେ ଗ୍ରାମବାସୀ ଅର୍ଥ ଓ ଶ୍ରମ ଦାନ କରି ଏହି ରାସ୍ତାକୁ ମରାମତି କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!