This browser does not support the video element.
ବୌଦ୍ଧ ସଦର: ବାଉଁଶୁଣୀ ଠାରେ ନବ ନିର୍ମିତ ଯାତ୍ରୀ ବିଶ୍ରାମାଗାରକୁ ଉଦଘାଟନ କଲେ ବିଧାୟକ କନ୍ହାଇ ଚରଣ ଡାଙ୍ଗ
Baudh Sadar, Boudh (Bauda) | Sep 10, 2025
ବୁଧବାର ସନ୍ଧ୍ୟାରେ ବୌଦ୍ଧ ବ୍ଲକ ବାଉଁଶୁଣୀ ଠାରେ ନବ ନିର୍ମିତ ଯାତ୍ରୀ ବିଶ୍ରାମାଗାରକୁ ଉଦଘାଟନ କରିଛନ୍ତି କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ l ସମାଜସେବୀ ସରୋଜ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବାଉଁଶୁଣୀ ସରପଞ୍ଚ ଅଇଁଠୁ ମହାଳିକ, ସମିତି ସଭ୍ୟ ପ୍ରମୋଦ କୁମାର ଦେହୁରୀ, ବହିରା ପାକ୍ସ ସଭାପତି ପୟୋଧର ମହାକୁଡ, ବାଉଁଶୁଣୀ ବିଜେପି ମଣ୍ଡଳ ସଭାପତି ଶରତ କର୍ଣ୍ଣ ମଞ୍ଚାସୀନ ଥିଲେ l