This browser does not support the video element.
ଲାଞ୍ଜିଗଡ: ଥୁଆମୂଳ ରାମପୁର ବ୍ଲକ ର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କଲେ ବିଧାୟକ।
Lanjigarh, Kalahandi | Sep 30, 2025
ଆଜି ବୁଧବାର ଅପରାହ୍ନ ଚାରିଟା ସମୟରେ ଶାରଦୀୟ ଦୁର୍ଗାପୂଜାର ଅଷ୍ଟମୀ ତିଥି ରେ ଲାଞ୍ଜିଗଡ ବିଧାୟକ ତଥା କଳାହାଣ୍ଡି ବିଜୁ ଜନତା ଦଳ ସଭାପତି ପ୍ରଦିପ କୁମାର ଦିଶାରୀ ଥୁଆମୂଳ ରାମପୁର ବ୍ଲକ କରଲାପାଟ, ସାଇସୁରନି ପୂଜାମଣ୍ଡପ ବୁଲି ମାଁ ଦୁର୍ଗାଙ୍କର ଆଶୀର୍ବାଦ ନେବା ସହ ଅଞ୍ଚଳର ସୁଖ ଶାନ୍ତି ସମୃଦ୍ଧି ଓ ଆୟୋଜକ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରି ମାଁ ଠାରୁ ଆଶିର୍ବାଦ ଗ୍ରହଣ କରିଛନ୍ତି।