Install App
khariar.news
This browser does not support the video element.
ନୂଆପଡା: ତୁକଲା ଗ୍ରାମରେ ଦୋକାନରେ ନିଆଁ ଲାଗି ସ୍ବାମୀ ସ୍ତ୍ରୀ ମୃତକୁ ନେଇ ଖଡ଼ିଆଳ ଚିକିତ୍ସାଳୟରେ ପ୍ରତିକ୍ରିୟା ରଖିଲେ ବିଜୁ ଛାତ୍ର ଜନତା ଦଳ ସଭାପତି
Nuapada, Nuapada | Aug 25, 2025
ତୁକଲା ଗ୍ରାମରେ ଆଜି ୮ ଟା ରାତ୍ରରେ ଅଘଟଣ ଘଟିଯାଇଛି। ଦୋକାନରେ ନିଆଁ ଲାଗି ସ୍ବାମୀ ସ୍ତ୍ରୀ ମୃତ୍ୟୁ ବରଣ କରିଛନ୍ତି। ରାଜେଶ୍ ପଟେଲ (୩୦)ଓ ତାଙ୍କ ସ୍ତ୍ରୀ ରିମା ପଟେଲ (୨୪) ଙ୍କର ମୃତ୍ୟୁ ହୋଇଯାଉଛି। ଏହି ଘଟଣାକୁ ନେଇ ଆଜି ରାତ୍ର ୧୦ ଟାରେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ପ୍ରତିକ୍ରିୟା ରଖିଛନ୍ତି ବିଜୁ ଛାତ୍ର ଜନତା ଦଳର ନୂଆପଡ଼ା ଜିଲ୍ଲା ସଭାପତି ଅଭିଷେକ ଜଗତ ।
Share
Read More News
T & C
Privacy Policy
Contact Us
Your browser does not support JavaScript!