This browser does not support the video element.
କଣ୍ଟାମାଳ: ଘଣ୍ଟାପଡା ରାସ୍ତା ନିକଟରୁ ଦେଶୀ ମଦ ଜବତ
Kantamal, Boudh (Bauda) | Aug 23, 2025
ଘଣ୍ଟାପଡା ରାସ୍ତା ନିକଟରୁ ଦେଶୀ ମଦ ଜବତ ଘଣ୍ଟାପଡା ଥାନା ପକ୍ଷରୁ ଘଣ୍ଟାପଡା ର ରାସ୍ତା କଡ଼ ନିକଟରେ ବେଆଇନ ଭାବରେ ଦେଶୀ ମଦ ବିକ୍ରି ନେଇ ଖବର ପାଇ ଏକ ଟିମଚଢ଼ାଉ କରି ଯୌନୀକ ବ୍ୟକ୍ତି ନିକଟରୁ 46ଗୋଟି ପାଉଚ ଜବତ କରିବା ଶହ 123/25ମହଲା ରୁଜୁ କରି ତଦନ୍ତ ନେଇ ରାତି 9ଘଣ୍ଟା ସମୟରେ ଥାନା ପକ୍ଷରୁ ସୂଚନା ମିଳିଛି I