Download Now Banner

This browser does not support the video element.

ପିପିଲି: ରଣପୁର ପଞ୍ଚୁଦୋଳ ପଡ଼ିଆ ସହିଦ୍ ରଘୁ ଦିବାକର ମଣ୍ଡପରେ :ଓୟୁଜେ ରଣପୁର ଶାଖା ତରଫରୁ କଳାବ୍ୟାଚ ପରିଧାନ

Pipili, Puri | Mar 15, 2024
ଓୟୁଜେ ରଣପୁର ଶାଖା ତରଫରୁ ଆଜି କାର୍ଯ୍ୟରତ ସାମ୍ବାଦିକମାନେ କଳାବ୍ୟାଚ ପରିଧାନ କରିଛନ୍ତି।ରଣପୁର ଓୟୁଜେ ସଂଘର ସଭାପତି ସୁକାନ୍ତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରଣପୁର ପଞ୍ଚୁଦୋଳ ପଡ଼ିଆ ସହିଦ୍ ରଘୁ ଦିବାକର ମଣ୍ଡପରେ କଳାବ୍ୟାଚ ପରିଧାନ କରିବା ସହ ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ ସହ ବିଭିନ୍ନ ଦାବି ପୂରଣ ପାଇଁ ସ୍ଲୋଗାନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ରଘୁନାଥ ନାୟକ,ବ୍ରଜ ରଣସିଂହ,ପ୍ରସନ୍ନ ସାମନ୍ତରାୟ,କୃଷ୍ଣ ଚନ୍ଦ୍ର ଦାଶ,ଆଲୋକ ମହାରଣା,ରଜନୀକାନ୍ତ ମିଶ୍ର,ରଞ୍ଜିତ କୁମାର ସାହୁ, ବିପିନ ସାହୁଙ୍କ ସମେତ ଏକାଧିକ ସାମ୍ବାଦିକ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us