This browser does not support the video element.
କଣ୍ଟାମାଳ: ବାଉଁଶୁଣୀ ବୌଦିୟା ସାହିରେ ଶିଶୁ ସାଗର-୧୦ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲାପାଳ
Kantamal, Boudh (Bauda) | Aug 27, 2025
ବୁଧବାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଉଁଶୁଣି ବଉଦିଆସାହିରେ ଫ୍ରେଣ୍ଡସିପ ଅଲଲିମିଟେଡ଼ ଗ୍ରୁପ ପକ୍ଷରୁ ଗଣେଶ ପୂଜା ଉପଲକ୍ଷେ ଶିଶୁ ସାଗର-୧୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର କଂସ ଭୁବନେଶ୍ଵର ପ୍ରଧାନ ଓ ଅନ୍ୟ ମାନେ ଯୋଗ ଦେଇଥିଲେ |