Download Now Banner

This browser does not support the video element.

ତଲସରା: କିଞ୍ଚିରକେଲା ସୁନା ପଡ଼ା ଗ୍ରାମର ନାବାଳିକା ନିଖୋଜ ବଡ଼ଗାଁ ଥାନା ରେ ଅଭିଯୋଗ

Talasara, Sundargarh | Oct 9, 2025
ବଡ଼ଗାଁ ଥାନା ଅନ୍ତର୍ଗତ କିଞ୍ଚିରକେଲା ସୁନା ପଡ଼ା ଗ୍ରାମର ନାବାଳିକା ପୂଜା ଡୁଙ୍ଗଡୁଙ୍ଗ (୧୭) ଗତ ୪ ତାରିଖ ରୁ ନିଖୋଜ ରହିଥିବା ବିଷୟରେ ଆଜି ତାଙ୍କର ପରିବାର ପକ୍ଷରୁ ବଡ଼ଗାଁ ଥାନା ରେ ଅଭିଯୋଗ ହୋଇଛି।ଗତ ୪ ତାରିଖ ଠାରୁ ପୂଜା ନିଖୋଜ ରହିଥିବା ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିବା ପରେ ତାଙ୍କର କୈାଣସି ସନ୍ଧାନ ନମିଳିବାରୁ ପରିବାର ପକ୍ଷରୁ ବଡ଼ଗାଁ ଥାନା ରେ ଅଭିଯୋଗ ହୋଇଛି। ବଡ଼ଗାଁ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us