This browser does not support the video element.
ଯାଜପୁର: ଯାଜପୁର ରୋଡ ଥାନା ରମ୍ପାସ ଗାଁରେ କୌଣସି ପାରିବାରିକ ଘଟଣାକୁ ନେଇ ସ୍ୱାମୀ,ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ,ସ୍ତ୍ରୀ ଆହତ
Jajapur, Jajpur | Sep 3, 2025
ଯାଜପୁର ରୋଡ ଥାନା ରମ୍ପାସ ଗାଁରେ କୌଣସି ପାରିବାରିକ ଘଟଣାକୁ ନେଇ ସ୍ୱାମୀ,ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ,ପତ୍ନୀ ଆହତ l କୌଣସି ଘଟଣାକୁ ନେଇ ଜନୈକ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହିତ ପାଟିତୁଣ୍ଡ ଲାଗିଥିଲେ l ଏହି ଘଟଣାକୁ ନେଇ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀ ଆକ୍ରମଣ କରିଥିଲେ l ଯାହାଫଳରେ ପତ୍ନୀ ଆହତ ହେଇ ପୋଲିସକୁ ଫୋନ ଯୋଗେ ଡାକିଥିଲେ l ଫୋନ କଲ ପାଇ ପୋଲିସ ପେଟ୍ରୋଲିଙ୍ଗ ଗାଡି ଘଟଣା ସ୍ଥଳରେ ପହଂଚି ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l