Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ନିଶାଣି ମୁଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲା ଆଦିବାସୀ ମହାସଂଘ

Koraput Town, Koraput | Aug 23, 2025
କୋରାପୁଟ ଜିଲ୍ଲାର ଜୟପୁର ଠାରେ ୟୁପିଏସସି ଏବଂ ଓପିଏସସି ପରୀକ୍ଷା କେନ୍ଦ୍ର ହେବ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଆଜି ଅପରାହ୍ନ ୪ଟା ସମୟରେ କୋରାପୁଟ ଠାରେ ସୂଚନା ଦିଆଯାଇଛି। ଏଥି ନିମନ୍ତେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଧନ୍ୟବାଦ ଦିଆଯାଇଥିବା କହିଛନ୍ତି ଜିଲ୍ଲା ଆଦିବାସୀ ମହାସଂଘର ଉପଦେଷ୍ଟା ଦାମୋଦର ଜାନୀ।
Read More News
T & CPrivacy PolicyContact Us