Download Now Banner

This browser does not support the video element.

ପାରଳାଖେମୁଣ୍ଡି: ରାୟଗଡ ବ୍ଳକର ବିଭିନ୍ନ ସ୍ଥାନରେ ଚଢାଉ କରି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ

Paralakhemundi, Gajapati | Sep 27, 2025
ରାୟଗଡ ବ୍ଳକର ବିଭିନ୍ନ ସ୍ଥାନରେ ଚଢାଉ କରି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ। ଆସନ୍ତା ଦଶହରା ପୂଜା ପର୍ବାଣୀ ନିମନ୍ତେ ଆଜି 27.09.2025 ତାରିଖ ଦିନ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୋବାଇଲ ୟୁନିଟ, ଅବକାରୀ ଥାନା ପାରଳାଖେମୁଣ୍ଡି , ଅବକାରୀ ଥାନା ଉଦୟଗିରି, ପକ୍ଷରୁ ରାୟଗଡ ବ୍ଲକର ରାୟଗଡ, ପରିସଲ, ମାର୍ଲବା ଅଞ୍ଚଳ ଗ୍ରାମରେ ଚଢ଼ାଉ କରି ମୋଟ 39 କିଲୋ ଗଞ୍ଜେଇ ଏବଂ ବୋଲର ଗାଡ଼ି ଜବତ କରାଯାଇଥିବା ସୂଚନା ରହିଛି । ଏହି ଚଢାଉ ବେଳେ 3 ଗୋଟି କେଶ ରୁଜୁ କରାଯାଇ 3 ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ
Read More News
T & CPrivacy PolicyContact Us