This browser does not support the video element.
ବରଗଡ: ନୂତନ ପିସି ସେଣ୍ଟର ନିର୍ମାଣ ଦାବିରେ ଭେଡେନ ମାନପୁର ଗ୍ରାମର ଚାଷୀ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ
Bargarh, Bargarh (Baragarh) | Sep 8, 2025
ନୂତନ ପିସି ସେଣ୍ଟର ନିର୍ମାଣ ଦାବିରେ ଭେଡେନ ମାନପୁର ଗ୍ରାମର ଚାଷୀ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି | ସୋମବାର ମଧ୍ୟାହ୍ନ 1.30 ଘଣ୍ଟା ସମୟରେ ବରଗଡ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଚାଷୀ ମାନେ ଦାବିପତ୍ର ପ୍ରଦାନ କରିଛନ୍ତି | ବର୍ତମାନ ଋଷୁଡ଼ାକୁ ଧାନ ବିକ୍ରି ପାଈଁ ଚାଷୀ ମାନେ ଯାଉଥିବା ବେଳେ ୭ ରୁ ୮ କିମି ଦୂରକୁ ଯିବାକୁ ପଡୁଛି | ଏବଂ ଅନେକ ସମସ୍ୟାର ସମ୍ମୁଖୀନ ହେଉଥୁଲେ ଚାଷୀ ଏନେଇ ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ମାନପୁରରେ ନୂତନ ପିସି ସେଣ୍ଟର ନିର୍ମାଣ କଲେ ଚାଷୀ ଉପକୃତ ହୋଇପାରିବେ ବୋଲି ଜଣାଇଛନ୍ତି |