Download Now Banner

This browser does not support the video element.

ଭୋଗରାଇ: ଉଦୟପୁର ବନବିଭାଗ ପକ୍ଷରୁ ଭୋଗରାଇ ରେ ବିଭିନ୍ନ ପଞ୍ଚାୟତ ରେ ଚାରା ବଣ୍ତନ ।

Bhograi, Balasore | Sep 10, 2025
ଭୋଗରାଇ ବ୍ଳକ ଉଦୟପୁର ବନବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତ ରେ ଚାରା ବଣୁନ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଉଦୟପୁର ବନପାଳ ସଞ୍ଜୟ କୁମାର ମହାନ୍ତି ସମେତ ବିଭିନ୍ନ ଅଧିକାରୀ ମାନେ ସାମିଲ ଥିଲେ ଶଙ୍ଖାରି, କାନୁଭଉଁରୀ, ଗୋଛିଦାତେଘରି,ଆଦି ବିଭିନ୍ନ ପଞ୍ଚାୟତ ରେ ଚାରା ଦିଆଯାଇ ଥିବା ସୂଚନା ଦେଇଛି ବନବିଭାଗ ।
Read More News
T & CPrivacy PolicyContact Us