Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପୁନାମା ଗେଟ ନିକଟ ରେଲୱେ କ୍ରସିଂ ଉପରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର, ତଦନ୍ତ କରୁଛି GRP

Bhubaneswar M Corp, Khordha | Aug 31, 2025
ପୁନାମା ଗେଟ ନିକଟ ରେଲୱେ କ୍ରସିଂ ଉପରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର, ତଦନ୍ତ କରୁଛି GRP | ପୁନାମା ଗେଟ ନିକଟ ରେଲୱେ କ୍ରସିଂ ଉପରୁ ମିଳିଛି ସନ୍ଦେଶଙ୍କ କ୍ଷତବିକ୍ଷତ ମୃତଦେହ। ଟ୍ରେନରେ କଟିବା ପରେ ଚିହ୍ନିବା କଷ୍ଟକର ହୋଇଥିଲା I ବଡ଼ ଭାଇର ଗାଡ଼ି ନେଇ ଆସିଥିବାରୁ ସନ୍ଦେହ କରାଯାଉଥିଲା I ହେଲେ ବ୍ଲଗର ସନ୍ଦୀପ ଦାସ ନୁହେଁ ବରଂ ତାଙ୍କ ଭାଇ ସନ୍ଦେଶଙ୍କର ମୃତ୍ୟୁ ହୋଇଛି | ବାଇକ ରାଇଡିଂକୁ ନିଜ ନିଶା ବନାଇଥିବା ସନ୍ଦୀପ କୁମାରଙ୍କ ଦାସ ସାନ ଭାଇ ସନ୍ଦେଶ ଦାସଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଜିଆରପି ଆଜି 10.35ରେ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି।
Read More News
T & CPrivacy PolicyContact Us