Download Now Banner

This browser does not support the video element.

ଭୋଗରାଇ: ଦହମୁଣ୍ଡା ବିଦ୍ୟାଳୟ ରେ ୭୧ ତମ ବନ୍ୟା ପ୍ରାଣୀ ସପ୍ତାହ ଏକ ପେଡ ମା ' କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ,ଯୋଗ ଦେଲେ ଜଳେଶ୍ୱର ରେଞ୍ଜର

Bhograi, Balasore | Oct 7, 2025
ଭୋଗରାଇ ଦହମୁଣ୍ଡା ବିଦ୍ୟାଳୟରେ ୭୧ ତମ ବନ୍ୟା ପ୍ରାଣୀ ସପ୍ତାହ ଏକ ପେଡ ମା ' କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ । ଜଳେଶ୍ୱର ରେଞ୍ଜର ଏଥିରେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ସ୍ଥାନୀୟ ଅଞ୍ଚଳରେ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us