Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଉଲ୍ଲେଖନୀୟ ଭୂମିକା ପାଇଁ ଡିଆରଏମ ଦ୍ୱାରା ଅଫିସରେ ପୁରସ୍କୁତ ହେଲେ ରେଳ କର୍ମଚାରୀ

Sambalpur M, Sambalpur | Sep 8, 2025
ଦେବାହାଲ ଷ୍ଟେସନ୍ ମାଷ୍ଟର ହିମାଂଶୁ ଶେଖରଙ୍କୁ ସୁରକ୍ଷିତ ଟ୍ରେନ୍ ଚଳାଚଳ ନିଶ୍ଚିତ କରିବାରେ ଉଲ୍ଲେଖନୀୟ ଭୂମିକା ପାଇଁ ଡିଆରଏମ ଦ୍ୱାରା ପୁରସ୍କୃତ l ମଣ୍ଡଳ ରେଳ ପ୍ରବନ୍ଧକ ସୁବାଷ ଚନ୍ଦ୍ର ଚୌଧୁରୀ, ତାଙ୍କୁ ପ୍ରମାଣପତ୍ର ଓ ନଗଦ ପୁରସ୍କାର ଦେଇ ସମ୍ମାନିତ କଲେ। ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ମନଜିତ ସିଂହ ସାନସନୱାଲ, ବରିଷ୍ଠ ପରିଚାଳନା ପ୍ରବନ୍ଧକ ଅଖିଳେଶ ତ୍ରିପାଠୀ, ବରିଷ୍ଠ ନିରାପତ୍ତି ଅଧିକାରୀ ସମ୍ବିତ ସୌରଭ ନାୟକ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us