This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲା ଜମାଦାରପାଲି ଏୟାରଷ୍ଟ୍ରିବ ଠାରେ ପହଁଚିଲେ ମୁଖ୍ୟମନ୍ତ୍ରୀ
Sambalpur M, Sambalpur | Sep 6, 2025
ଆଜି ସମ୍ବଲପୁର ଦିନିକିଆ ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ସ୍ୱତନ୍ତ୍ର ବିମାନ ଯୋଗେ ଆସି ଜମାଦାରପାଲି ଏୟାରଷ୍ଟ୍ରିବ ଠାରେ ଓହ୍ଲେଇ ଥିଲେ ମୁଖ୍ୟମନ୍ତ୍ରୀ l ସେଠାରେ ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ସମ୍ବଲପୁର ଜ଼ିଲ୍ଲାପାଳ, ଆଇଜି ଓ ଆରଡିସିଙ୍କ ସହ ଜିଲ୍ଲା ବିଜେପିର ବହୁ କାର୍ଯ୍ୟକର୍ତା ମାନେ ଭବ୍ୟ ସ୍ୱାଗତ କରିଥିଲେ l ସୂଚନା ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ସମ୍ବଲପୁର ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ l ଏହି କାର୍ଯ୍ୟକ୍ରମ ରେ ବହୁ ମନ୍ତ୍ରୀଙ