Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଘର ଝରକା ଭାଙ୍ଗି ଚୋରି ଅଭିଯୋଗ ରେ ୟୁନିଟ୍-୦୪ ମାର୍କେଟ୍ ନିକଟରୁ 4 ଅଭିଯୁକ୍ତ ଙ୍କୁ ଗିରଫ କଲା ପାହାଳ ଥାନା ପୋଲିସ

Bhubaneswar M Corp, Khordha | Aug 22, 2025
ସୂଚନାଯୋଗ୍ୟ ଯେ, ଘଟଣା ଦିନ ମଧ୍ୟରାତ୍ରିରେ, ଅଭିଯୁକ୍ତ ମାନେ ଅଭିଯୋଗକାରୀଙ୍କ ଘର ଝରକା ଖୋଲି ନଗଦ ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ସୁନା ଚେନ୍ ଏବଂ ଗୋଟିଏ ରୂପା ବ୍ରେସଲେଟ୍ ଚୋରି କରିଥିଲେ । ଏହି ଘଟଣା ପୂର୍ବରୁ ମଧ୍ୟ ତାଙ୍କ ଘରୁ ଏକ ସାଇକେଲ ଚୋରି ହୋଇଥିବା ନେଇ ସେ ପାହାଳ ଥାନାରେ ଅଭିଯୋଗରେ ଉଲ୍ଲେଖ କରିଥିଲେ । ତେବେ ତଦନ୍ତ କରି ବିଶ୍ଵସ୍ତ ସୂଚନା ପାଇବା ପରେ,ଆଜି ଅଭିଯୁକ୍ତ କୁନା ପାଣ୍ଡବ ଏବଂ କୁଳମଣି ସାହୁଙ୍କୁ ଭୁବନେଶ୍ୱରର ୟୁନିଟ୍-୦୪ ମାର୍କେଟ୍ ନିକଟରୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ଅନେକ ଚୋରି ମୋବାଇଲ୍ ଫୋନ୍ ଉଦ୍ଧାର କରିଛି ।
Read More News
T & CPrivacy PolicyContact Us