Install App
khariar.news
This browser does not support the video element.
ଖରିଆର: ଖଡ଼ିଆଳ ପଟ୍ଟନାୟକ ପଡ଼ାରେ ନବରାତ୍ରି ଦୁର୍ଗାପୂଜା ଆଜି ନବମ ଦିନରେ; ପ୍ରତିକ୍ରିୟା ରଖିଲେ ପୂଜକ ପ୍ରଦିପ ମିଶ୍ର
Khariar, Nuapada | Sep 30, 2025
ଖଡ଼ିଆଳ ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପରେ ଦୁର୍ଗା ପୂଜା ମହା ଆଡମ୍ବର ସହକାରେ ଚାଲିଛି। ଖଡ଼ିଆଳ ସହରର ପଟ୍ଟନାୟକ ପଡ଼ାରେ ନବରାତ୍ରି ଦୁର୍ଗାପୂଜା ଚାଲିଥିବା ବେଳେ ଆଜି ସିଦ୍ଧିଦାତ୍ରୀ ରୂପରେ ମାଆ ଦର୍ଶନ ଦେଉଛନ୍ତି। ଏନେଇ ଆଜି ୫.୩୦ ମିନିଟ ସମୟରେ ପ୍ରତିକ୍ରିୟା ରଖିଛନ୍ତି ପୂଜକ ପ୍ରଦିପ ମିଶ୍ର।
Share
Read More News
T & C
Privacy Policy
Contact Us
Your browser does not support JavaScript!