This browser does not support the video element.
ନର୍ଲା: ନର୍ଲା ବ୍ଳକ୍ ଶିକ୍ଷା ବିଭାଗ ଠାରେ ବିକଳାଙ୍ଗ ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ଦିବସୀୟ କେମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ
Narala, Kalahandi | Sep 4, 2025
ଆଜି ଗୁରୁବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରୁ ଅପରାହ୍ନ ଏକ ଘଣ୍ଟା ମଧ୍ୟରେ ନର୍ଲା ବ୍ଳକ୍ ଶିକ୍ଷା ବିଭାଗ ଠାରେ କଳାହାଣ୍ଡି ଜିଲ୍ଲା CWSN ପକ୍ଷରୁ ବିକଳାଙ୍ଗ ମୁକ ବଧିର ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ଦିବସୀୟ ଚିକିତ୍ସ ଶିବର ଆୟୋଜନ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ପାଞ୍ଚ ଜଣିଆ ବିଶେଷଜ୍ଞ ଡ଼ାକ୍ତର ଟିମ୍ ଯୋଗ ଦେଇ 58 ଜଣ ବିକଳାଙ୍ଗ ଛାତ୍ର ଛାତ୍ରୀ ଙ୍କୁ ପରୀକ୍ଷା କରିଥିଲେ ଓ ଉପକରଣ ଯୋଗାଇଥିଲେ ଏହି କାର୍ଯ୍ୟକ୍ରମରେ ବ୍ଳକ୍ ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ